ଉର୍ଦ୍ଦୁରେ କଲମା ପଢୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ .- କଲମା ପଢୁଥିବା ବେଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଭିଡିଓ ଭାଇରାଲ ହୋଇଛି । ପ୍ରତିଦିନ ପୂଜା ବେଳେ ସେ କଲମା ପଢୁଥିବା କତା ସୂଚନା ଦେଇଛନ୍ତି । ପ୍ରତିଦିନ ସକାଳେ ପୂଜା କରିବା ସମୟରେ ପୀୟୁଷ ଗୋୟଲ କଲମା ପାଠ କରିଥାଆନ୍ତି ।
ବାସ୍ତବରେ ସବୁଧର୍ମରେ ଶକ୍ତି ରହିଛି । ଏହା ସୁଖ ଓ ଶାନ୍ତି ପାଇଁ ସେ ପ୍ରକାଶ କରିଛନ୍ତି । ଏହି ଶାନ୍ତି ଦେଶ ନିର୍ମାଣରେ ସହାୟକ ହୋଇଥାଏ ।

Comments are closed.