ପୁରୀ ଲୋକସଭା : ୧୩ ପର୍ଯ୍ୟାୟ ଗଣତି ପରେ ପିନାକୀ ମିଶ୍ର ଆଗୁଆ

ପୁରୀ : ପୁରୀ ଲୋକସଭା ଆସନରେ ଦିନ ୧୨ଟା ୫୦ ସୁଦ୍ଧା ୧୩ଟି ପର୍ଯ୍ୟାୟରେ ଭୋଟ୍‍ ଗଣତି ଶେଷ ହୋଇଛି। ଏହି ପର୍ଯ୍ୟାୟ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ପିନାକୀ ମିଶ୍ର ଆଗୁଆ ରହିଛନ୍ତି। ସେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କଠାରୁ ୫୦୦ ଭୋଟରେ ଆଗରେ ଅଛନ୍ତି।

Comments are closed.