ଡଙ୍ଗାବୁଡି ଜଣେ ମୃତ, ୮ ନିଖୋଜ

0

ପାଟକୁରା : କେନ୍ଦ୍ରାପଡା ମହାକାଳପଡା ମହାନଦୀ ଶାଖା ନଦୀରେ ଡଙ୍ଗାବୁଡି ଜଣେ ମୃତ ସହ ୭ ଜଣ ନିଖୋଜ ହୋଇଛନ୍ତି। ଉକ୍ତ ଉଙ୍ଗାରେ ୩୦ରୁ ଊର୍ଦ୍ଧ୍ବ ଲୋକ ଥିବା ଜଣାପଡିଛି। ହୁକିଟୋଲରୁ ପିକନିକ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଏହି ସମସ୍ତ ଲୋକ ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ବୋଲି ଜଣାପଡିଛି।

Leave A Reply