ଫଟୋରେ ଐତିହାସିକ ବାଲିଯାତ୍ରା

0
169

ବୈଷ୍ଣବ ପାଣି ମଞ୍ଚରେ ନୃତ୍ୟ ପରିବେଶ କରୁଛନ୍ତି ଦୁଇ କଳାକାର

ବାଲିଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ
ନୃତ୍ୟରେ ନିମଗ୍ନ ଦୁଇ କଳାକାର
ବୈଷ୍ଣବ ପାଣି ମଞ୍ଚରେ ଘୋଡା ନୃତ୍ୟ
ସୁଦୂରରୁ ବାଲିଯାତ୍ରାର ମନୋରମା ଦୃଶ୍ୟ
ଆକାଶମାର୍ଗରୁ ବାଲିଯାତ୍ରାର ଆକର୍ଷଣୀୟ ଦୃଶ୍ୟ
ଦର୍ଶକଙ୍କ ମନମୋହିଲା କଳାକାରଙ୍କ ଅଭିନବ ଦୃଶ୍ୟ
ବୈଷ୍ଣବ ପାଣି ମଞ୍ଚରେ କୁନି କଳାକାର
ବେପାର ପାଇଁ ଗ୍ରାହକଙ୍କୁ ଦେଖାଉଛନ୍ତି ଜିନିଷ
ଦୋଳୀର ମଜା ନେଉଛନ୍ତି ଦର୍ଶକ
କାନ୍ଦରେ ବସି ବାଲିଯାତ୍ରା ବୁଲିବା ମଜା କିଛି ଅଲଗା
ଛୁଆକୁ ଟାଣୁଛି ଫୁଟକା ବେପାରୀଙ୍କ ଅଭିନବ ଦୃଶ୍ୟ
ବାଲିଯାତ୍ରାରେ ହକି ବିଶ୍ୱକପ ବାଲୁକାକଳା ପଦର୍ଶନ