ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇଁ ଘରର କାନ୍ଥରେ ଲଗାନ୍ତୁ ଏହି ଚିତ୍ର

ଡାଇନିଙ୍ଗ ରୁମ ବା ମୁଖ୍ୟ ଦ୍ବାର ନିକଟରେ ଫୁଲ ବା ପାଣିର ଚିତ୍ର ଲଗାନ୍ତୁ
ଆର୍ଥିକ ସ୍ଥିତି ସୁଦୃଢ ପାଇଁ ପୂଜା ସ୍ଥାନରେ ବସିଥିବା ଲକ୍ଷ୍ମୀଙ୍କ ଚିତ୍ର ଲଗାନ୍ତୁ
ସନ୍ତାନ ପ୍ରାପ୍ତି ନିମନ୍ତେ ପଦ୍ମ ଫୁଲ ଗାଈର ଚିତ୍ର ଶୟନ କକ୍ଷରେ ଲଗାନ୍ତୁ
ଉତ୍ତମ ସ୍ବାସ୍ଥ୍ୟ ପାଇଁ କର୍ମ ସ୍ଥାନରେ ଉଦୟ ହେଉଥିବା ସୂର୍ୟ୍ୟର ଚିତ୍ର ଲଗାନ୍ତୁ
ସବୁ ପ୍ରକାର କଷ୍ଟର ବିନାଶ ପାଇଁ ପୂଜା ସ୍ଥାନରେ ଭଗବାନ୍ ଶିବ ବା କୃଷ୍ଣଙ୍କ ଆଶୀର୍ବାଦ ମୁଦ୍ରା ଥିବା ଫଟୋ ଲଗାନ୍ତୁ

Comments are closed.