ପେନସିଲରେ ଫିପା ୱାଲର୍ଡ କପ ଟ୍ରଫି

0

ଭୁବନେଶ୍ବର: ଫିପା ୱାଲର୍ଡ କପ୍ ପାଇଁ ସମସ୍ତ ପ୍ରସ୍ତୁତି ସରି ଯାଇଥିବା ବେଳେ ଭୁବନେଶ୍ବରରେ ଦେଖିବାକୁ ମିଳିଛି ପେନସିଲରେ ପ୍ରସ୍ତୁତ ଟ୍ରଫି। ଭୁବନେଶ୍ବରର ଏଲ ଈଶ୍ବର ରାଓ ପେନସିଲ ମୁନ ଓ ରଙ୍ଗ ପେନସିଲରେ ପ୍ରସ୍ତୁତ କରିଛନ୍ତି ଟ୍ରଫି। ଏହି ଟ୍ରଫିଟି ଦେଖିବାକୁ ଅବିକଳ ଫିପା ୱାଲର୍ଡ କପ ଟ୍ରଫି ପରି ହୋଇଛି। ଏହି ଟ୍ରଫିଟି ବିଶ୍ବର ସବୁଠାରୁ ଛୋଟ ଟ୍ରଫି ବୋଲି କୁହାଯାଉଛି। ଏହା ପୂର୍ବରୁ ମଧ୍ୟ ଈଶ୍ବର ଅନେକ ସୂଖ୍ମ କଳାକୃତି ପ୍ରସ୍ତୁତ କରି ପ୍ରସିଦ୍ଧି ଲାଭ କରିଛନ୍ତି।

Leave A Reply