‘୨୦୧୯ ଯାଏଁ ପିସିସି ସଭାପତି ରହିବେ ପ୍ରସାଦ ହରିଚନ୍ଦନ’

0

କଟକ: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦ ଭାର ପରିବର୍ତ୍ତନ ହେବନାହିଁ। ୨୦୧୯ ମସିହା ପର୍ଯ୍ୟନ୍ତ ପ୍ରସାଦ ହରିଚନ୍ଦନ ସଭାପତି ପଦରେ ରହିବେ। ଏ ନେଇ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଆଇସିସି ରାହୁଲ ଗାନ୍ଧୀ ପ୍ରସାଦଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ନାହିଁ ବୋଲି ସେ କହିଛନ୍ତି।

Leave A Reply