ପଟ୍ଟାମୁଣ୍ଡାଇରେ ୬ ଘଣ୍ଟିଆ ବନ୍ଦ ପାଳନ

0
110

କେନ୍ଦ୍ରାପଡ଼ା: ସବଡ଼ିଭିଜନ ମାନ୍ୟତା ଦାବିରେ କଂଗ୍ରେସ ପକ୍ଷରୁ ପଟ୍ଟାମୁଣ୍ଡାଇରେ ୬ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ବନ୍ଦ ଡ଼ାକରା ଦିଆଯାଇଛି। ଏହାର ପ୍ରଭାବରେ ସମସ୍ତ ଦୋକାନ,ବଜାର ବନ୍ଦ ରହିବା ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିଛି। ଗାଡି ଚଳାଚଳ ବାଧାପ୍ରାପ୍ତ ରହିଛି । ଏହି ବନ୍ଦ ଡ଼ାକରାକୁ ସ୍ଥାନୀୟବାସିନ୍ଦା ଓ ବଣିକ ସଂଘ ପକ୍ଷରୁ ସମର୍ଥନ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here