ପାଟଣାସାହିବରୁ ବିଜେପି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢିବେ ରବିଶଙ୍କର

0

ପାଟନା ..-  ପାଟଣାସାହିବରୁ ଏଥର  ଶତ୍ରୁଘ୍ନ ସିହ୍ନାଙ୍କର ବଦଳରେ ରବିଶଙ୍କର ପ୍ରସାଦ ବିଜେପିର ପ୍ରାର୍ଥୀ ହେବେ   । ପୂର୍ବରୁ ଶତ୍ରୁଘ୍ନ ସିହ୍ନା ଏହି ଆସନରୁ ବିଜେପି ପ୍ରାର୍ଥୀ ଭାବେ ବିଜୟ ଲାଭ କରିଥିଲେ । ଶତ୍ରୁଘ୍ନ ସିହ୍ନା ବିଜେପି ଛାଡି କଂଗ୍ରେସରେ ଯୋଗ ଦେବେ ଓ ପାଟଣାସାହିବରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି ।

ଆସନ୍ତା ନିର୍ବାଚରେ ରବିଶଙ୍କର ପ୍ରସାଦ ଓ ଶତ୍ରୁଘ୍ନ ସିହ୍ନାଙ୍କ ମଧ୍ୟରେ ଟକ୍କର ହେବ  ବୋଲି ସୂଚନା ମିଳିଛି । ଶତ୍ରୁଘ୍ନ ସିହ୍ନା କଂଗ୍ରେସ ଓ ଆର୍‌ଜେଡି ମଧ୍ୟରେ ହୋଇଥିବା ମହାଗଠବନ୍ଧନରେ ଯୋଗ ଦେଇ ପାରନ୍ତି ।

Leave A Reply