ହରର୍‌ ସିନେମା ପରୀରେ ଅନୁଷ୍କା ଶର୍ମାଙ୍କ ମେକ୍‌ରେ ଥିଲା ଏମିତି

0

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ହରର ସିନେମା ପରୀକୁ ନେଇ ବେଶ୍‌ ଆଲୋଚନା କରାଯାଉଛି । ଏହି ସିନେମାରେ ଅନୁଷ୍କାଙ୍କ ମେକ୍‌ ଅପ୍‌ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ଏହି ସିନେମାରେ ଅନୁଷ୍କା ଶର୍ମା ଦୁଇଟି  ଭୂମିକାରେ ଅଭିନୟ କରିବା ପରି ପ୍ରଥମରୁ ଲାଗୁଥିଲେ ମଧ୍ୟ ସେ ଗୋଟିଏ ଭୂମିକାରେ ଅଭିନୟ କରିଛନ୍ତି   ।

ଏବେ ଏହି ମେକ୍‌ ଅପ୍‌ ଫଟୋ ଦେଖନ୍ତୁ

ଗୋଟିଏରେ ମୁଖ୍ୟ ଭୂମିକାରେ ଥିବା ବେଳେ ତାଙ୍କ ଶରୀରରେ ଏକ ଆତ୍ମା ସବାର ହୋଇଥିବା କିଛି ଦୃଶ୍ୟ ଅଛି । ମେକ ଅପ୍‌ ସହ ଭିଜୁଆଲ ଏଫେକ୍ଟ ବେଶ୍‌ ଭଲ୍‌ ରହିଛି ।

ଏହା ସିନେମା ପ୍ରେମୀଙ୍କ ଏକ ନୂଆ ମନୋରଞ୍ଜନରର ଖୋରକ ଦେବବୋଲି ସିନେମା ନିର୍ମାତା ଆଶା କରିଛନ୍ତି ।

 

Leave A Reply