ପୁଅର ପନିକି ଚୋଟରେ ବାପର ମୃତ୍ୟୁ

0

ଅନୁଗୋଳ: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା  ଅନ୍ତର୍ଗତ କୁକୁରପେଟା ଗାଁରେ ପୁଅର ପନିକି ଚୋଟରେ ବାପର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ମଙ୍ଗଳବାରରେ କୁକୁର ପେଟା ଗ୍ରାମର କୈଳାସ ନାମକ ବ୍ୟକ୍ତିଙ୍କୁ ତାଙ୍କର ପୁଅ ଜିତୁ ହଠାତ୍‌ ଗାଳି କରିବା ସହ ପନିକି ଧରି ଆକ୍ରମଣ  କରିଥିଲା । ପନିକି ଆକ୍ରମଣରେ ଗୁରୁତର କୈଳାସଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ଅଭିଯୁକ୍ତ  ଜିତୁ କୁ ଗିରଫ କରିଛି ।

Leave A Reply