www.samajalive.in
Monday, December 8, 2025
24.1 C
Bhubaneswar

ହସ୍ତରେଖାରୁ ଜାଣନ୍ତୁ ଶୁଭ ଓ ଅଶୁଭ ସଙ୍କେତ

ହସ୍ତରେଖା ଜ୍ୟୋତିଷ ଅନୁସାରେ, ହାତରେ ଥିବା କିଛି ରେଖା ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ସେଗୁଡିକ ମଧ୍ୟରୁ ମସ୍ତିକ ରେଖା, ହୃଦୟ ରେଖ ଏବଂ ଜୀବନ ରେଖା ବିଶେଷ ମହତ୍ତ୍ବ ରଖେ । ଆଙ୍ଗୁଠିର ତଳ ଭାଗରେ ଥିବା ରେଖାକୁ ଜୀବନ ରେଖା କୁହାଯାଏ । ତେବେ ଏହି ଜୀବନ ରେଖା କେଉଁ ବ୍ୟକ୍ତିଙ୍କ ପାଇଁ ଶୁଭ ଓ ଅଶୁଭ ସଙ୍କେତ ଦେଇଥାଏ ଆସନ୍ତୁ ଜାଣିବା ।

ହାତରେ ଥିବା ଜୀବନ ରେଖା ଅଧିକ ଲମ୍ବା, ମୋଟା ଓ ସ୍ପଷ୍ଟ ଦେଖାଗଲେ, ତାହା ଶୁଭ ହୋଇଥାଏ । ଯଦି ସେହି ଜୀବନ ରେଖାରେ କୌଣସି ପ୍ରକାର ଗାର ବା କ୍ରସ୍ ଦେଖାଯାଏ ତେବେ ତାହା ଅଶୁଭ ହୋଇଥାଏ ।

- Advertisement -

ଯେଉଁ ବ୍ୟକ୍ତିଙ୍କ ଜୀବନ ରେଖା ଓ ମସ୍ତିକ ରେଖା ମଧ୍ୟରେ ପାର୍ଥକ୍ୟ ବହୁତ କମ୍ ଥାଏ, ସେହି ବ୍ୟକ୍ତି ଖୋଲା ବିଚାରଧାରା ବା ଚିନ୍ତାଧାରାର ହୋଇଥାଆନ୍ତି ।

ଜୀବନରେଖା ଉପରେ ଜଞ୍ଜିର ଆକୃତିର ରେଖା ନଜର ଆସିଲେ, ଏହା ଶରୀର ପାଇଁ ଶୁଭ ସଙ୍କେତ ନୁହେଁ ।

ଯଦି ଜୀବନ ରେଖା ଦୁଇ ଭାଗରେ ବିଭକ୍ତ ହୋଇଥାଏ ଏବଂ ଏହି ଦୁଇ ଭାଗରେ ଅଧିକ ପାର୍ଥକ୍ୟ ଥିଲେ, ଜୀବନରେ ଅଧିକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories