ଦୁର୍ଘଟଣାରେ ୨ ଯୁବକ ମୃତ

0

ପାଳଲହଡା : ଅନୁଗୋଳ ଜିଲା ପାଳଲହଡା ୧୪୯ ନମ୍ବର ଜାତୀୟ ରାଜପଥ ଡିମିରିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା ହୋଇଛି। ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ଦୁଇ ବାଇକ ମୁହାଁ ମୁହି ଧକ୍କା ହୋଇଥିଲା। ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

Leave A Reply