ନିୟମଗିରି ପାହାଡରେ ଏନକାଉଣ୍ଟର; ଜଣେ ମାଓବାଦୀ ନିହତ

ଭବାଣିପାଟନା : କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଥାନାର  ନିୟମଗିରି ପାହାଡ ଅଞ୍ଚଳରେ ଥିବା ଜଙ୍ଗଲରେ ବୁଧବାର ସକାଳୁ ଏସ୍ଓଜି କୁମ୍ବିଂ ଅପରେସନ୍ କରୁଥିବା ସମୟରେ  ମାଓବାଦୀ ଏସଓଜି ଯବାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଫଳରେ ଏସ୍ଓଜି ଯବାନଙ୍କ ଗୁଳିରେ ଜଣେ ମାଓବଦୀର ନିହତ ହୋଇଛି ନିହତ ମାଓବାଦୀ ଠାରୁ ଗୋଟିଏ ୩୦୩ ପିସ୍ତଲ ଜବତ ହୋଇଛି ସୂଚନାଯୋଗ୍ୟ, ଗତ  ୨୧ ତାରିଖ ରାତିରେ ବିଶ୍ୱନାଥପୁର ଥାନା ଅଞ୍ଚଳରେ ବାବୁପଦର ଗ୍ରାମର ଜଣେ ପୁଲିସ ଇନଫର୍ମରକୁ ହତ୍ୟା କରାଯିବା ଘଟଣାରେ ଏହି ମାଓବାଦୀ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରୁଥିବା ଅତିରିକ୍ତ ଏସ୍ ପି ପ୍ରକାଶ କରିଛନ୍ତି

Comments are closed.