www.samajalive.in
Monday, December 8, 2025
13.1 C
Bhubaneswar

ଓଡ଼ିଶା ଲୋକସଭା ପ୍ରାର୍ଥୀଙ୍କ ବିଜୟ ତାଲିକା

କଳାହାଣ୍ଡି ଲୋକସଭା ଆସନ – ବସନ୍ତ କୁମାର ପଣ୍ଡା(ବିଜେପି)
ନବରଙ୍ଗପୁର ଲୋକସଭା ଆସନ – ରମେଶ ଚନ୍ଦ୍ର ମାଝି(ବିଜେଡି)
ବ୍ରହ୍ମପୁର ଲୋକସଭା ଆସନ- ଚନ୍ଦ୍ର ଶେଖର ସାହୁ(ବିଜେଡି)
କୋରାପୁଟ ଲୋକସଭା ଆସନ – ସପ୍ତଗିରି ଶଙ୍କର ଉଲ୍ଲାକା(କଂଗ୍ରେସ)
ଆସିକା ଲୋକସଭା ଆସନ- ପ୍ରମିଳା ବିଷୋଇ(ବିଜେଡି)
ବଲାଙ୍ଗୀର ଲୋକସଭା ଆସନ – ସଙ୍ଗୀତା କୁମାରୀ ସିଂହଦେଓ(ବିଜେପି)
ବରଗଡ ଲୋକସଭା ଆସନ- ସୁରେଶ ପୂଜାରୀ(ବିଜେପି)
ସୁନ୍ଦରଗଡ ଲୋକସଭା ଆସନ – ଜୁଏଲ ଓରାମ(ବିଜେପି)
ସମ୍ବଲପୁର ଲୋକସଭା ଆସନ- ନିତେଶ ଗଙ୍ଗଦେବ(ବିଜେପି)
କେନ୍ଦୁଝର ଲୋକସଭା ଆସନ – ଚନ୍ଦ୍ରାଣି ମୁର୍ମୁ(ବିଜେଡି)
କଟକ ଲୋକସଭା ଆସନ- ଭର୍ତ୍ତୃହରି ମହତାବ(ବିଜେଡି)
ପୁରୀ ଲୋକସଭା ଆସନ – ପିନାକୀ ମିଶ୍ର(ବିଜେଡି)
ଢେଙ୍କାନଳ ଲୋକସଭା ଆସନ – ମହେଶ ସାହୁ (ବିଜେଡି)
ଭୁବନେଶ୍ୱର ଲୋକସଭା ଆସନ – ଅପରାଜିତା ଷଡଙ୍ଗୀ(ବିଜେପି)
ମୟୁରଭଞ୍ଜ ଲୋକସଭା ଆସନ- ବିଶେଶ୍ୱର ଟୁଡୁ(ବିଜେପି)
କନ୍ଧମାଳ ଲୋକସଭା ଆସନ- ଅଚ୍ୟୁତ ସାମନ୍ତ(ବିଜେଡି)
ବାଲେଶ୍ୱର ଲୋକସଭା ଆସନ – ପ୍ରତାପ ଚନ୍ଦ୍ର ଷଡଙ୍ଗୀ(ବିଜେପି)
ଭଦ୍ରକ ଲୋକସଭା ଆସନ – ମଞ୍ଜୁଲତା ମଣ୍ଡଳ(ବିଜେଡି)
ଯାଜପୁର ଲୋକସଭା ଆସନ- ଶର୍ମିଷ୍ଠା ସେଠୀ(ବିଜେଡି)
କେନ୍ଦ୍ରୋପଡା ଲୋକସଭା ଆସନ- ଅନୁଭବ ମହାନ୍ତି(ବିଜେଡି)
ଜଗତସିଂହପୁର ଲୋକସଭା – ରାଜଶ୍ରୀ ମଲ୍ଲିକ(ବିଜେଡି)

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories