ଓଡିଶା ହାଇକୋର୍ଟରେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କ ଶପଥ ପାଠ

0

କଟକ : ଓଡିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଶୁକ୍ରବାର ଶପଥ ନେଇଛନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତି କେଏସ୍ ଜାଭେରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଜଷ୍ଟିସ୍ ପଟ୍ଟନାୟକ ଝାଡ଼ଖଣ୍ଡ ହାଇକୋର୍ଟରୁ ବଦଳି ହୋଇ ସେ ଓଡ଼ିଶା ଆସିଛନ୍ତି । ଜଷ୍ଟିସ୍ ପଟ୍ଟନାୟକଙ୍କ ଶପଥ ପାଠ ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୫ରେ ପହଁଚିଛି ।

Leave A Reply