କ୍ୟାପିଟାଲ ହସ୍ପିଟାଲରେ କର୍କଟ ବିଭାଗ ଉଦଘାଟିତ

0

ଭୁବନେଶ୍ୱର : ଶୁକ୍ରବାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କର୍କଟ ବିଭାଗ ଉଦଘାଟିତ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ବାରା କ୍ୟାପିଟାଲ ହସ୍ପିଟାଲରେ କର୍କଟ ବିଭାଗ ଓ ନୂଆ ଆଖି ଅପରେସନ ଥିଏଟର ଉଦଘାଟନ କରିଛନ୍ତି । ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ କର୍କଟ ବିଭାଗ ନଥିବାରୁ  କର୍କଟ ରୋଗୀଙ୍କ ପାଇଁ ଏକ ବଡ ସମସ୍ୟା ଥିଲା ।

Leave A Reply