୨୦୧୬ ମସିହା  ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶିତ  : ଚିନ୍ମୟୀ ଚେତନା ଦାଶ ଟପର

0

ଭୁବନେଶ୍ୱର : ୨୦୧୬ ମସିହା ଓଡିଶା ପ୍ରଶାସନିକ ସେବା ବା ଓଏଏସ୍‌ର ପରୀକ୍ଷା ଫଳ ପ୍ରକାଶିତ ହୋଇଛି ।  ଓପିଏସିର ଓ୍ୱେବସାଇଟରେ ଏହି ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ୧୪୫  ପରୀକ୍ଷାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି । ଚିନ୍ମୟୀ ଚେତନା ଦାଶ ଏଥିରେ ଟପର ହୋଇଥିବା ବେଳେ ସଙ୍କଳ୍ପ ସ୍ୱସ୍ତିକ ସାହୁ ଦ୍ୱିତୀୟ ଓ ଜ୍ଞାନ ରଞ୍ଜନ ବିଶ୍ୱାଳ ତୃତୀୟ ହୋଇଛନ୍ତି ।

ପରୀକ୍ଷା ଫଳର ଲିଙ୍କ ତଳେ ଦିଆଯାଇଛି । ଏହାକୁ କ୍ଲିକ୍‌ କରନ୍ତୁ…

http://www.opsc.gov.in/Admin/ContAttach/011617_FInal_Result.pdf 

Leave A Reply