ଦିଲ୍ଲୀରେ ଆପ୍ ସହ ମେଣ୍ଟ କରିବନି କଂଗ୍ରେସ

0

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ସହିତ ସାମ୍ଭାବ୍ୟ ମେଣ୍ଟକୁ କଂଗ୍ରେସ ଖଣ୍ଡନ କରିଛି। ମଙ୍ଗଳବାର ଦିଲ୍ଲୀ କଂଗ୍ରେସ ମୁଖ୍ୟ ଶୀଲା ଦିକ୍ଷୀତ ବିଧିବଦ୍ଧ ଭାବେ ମେଣ୍ଟ ସମ୍ଭାବନାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆଲୋଚନା ପରେ ଶୀଲା ଏହି ଘୋଷଣା କରିଛନ୍ତି।

Leave A Reply