ବିଶ୍ୱର ସବୁଠୁ ଦାମୀ କାର୍‌; ମୂଲ୍ୟ ୧୨୨କୋଟି

0

ନୂଆଦିଲ୍ଲୀ : ଇଟାଲୀର ସ୍ପୋର୍ଟସ୍‌ କାର ନିର୍ମାଣକାରୀ କମ୍ପାନୀ ପାଜାନି ଅଟୋମୋବାଇଲ୍ସ ବିଶ୍ୱର ସବୁଠାରୁ ଦାମୀ କାରକୁ ବଜାରକୁ ଛାଡିଛି। ପାଜାନି ଜୋଣ୍ଡା ଏଚପି ବାରଚେଟ୍ଟା ମଡେଲର ଏହି କାର୍‌ର ଦାମ ୧୩.୫ ନିୟୁତ ପାଉଣ୍ଡ ( ପ୍ରାୟ ୧୨୨କୋଟି ଟଙ୍କା)। ଏହା ବିଶ୍ୱର ସବୁଠାରୁ ଦାମୀ କାର ବିବେଚିତ ହୋଇଛି। କମ୍ପାନୀ ମାତ୍ର ୩ଟି କାର ନିର୍ମାଣ କରିଥିବାବେଳେ  ୩ଟି ଯାକ ବିକ୍ରି ହୋଇସାରିଛି। ଏହି କାରର ବେଗ ମାତ୍ର ୩ ସେକେଣ୍ଡରେ ୦ରୁ ୧୦୦ କିମି ବେଗକୁ ଆସିପାରିବ।

 

 

Leave A Reply