ମୁଁ ବିଜେଡ଼ିର ଜଣେ ସଚ୍ଚୋଟ କର୍ମୀ : ମହାରଥୀ

0

ଭୁବନେଶ୍ୱର : ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ମୁଁ ବିଜେଡ଼ିର ଜଣେ ସଚ୍ଚୋଟ କର୍ମୀ। ୩୫ ବର୍ଷରେ ୬ ଥର ବିଧାୟକ ହୋଇଛି ଓ । କୌଣସି ଚାପ ନୁହେଁ ନିଜ ଆଡୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ବୋଲି ସେ କହିଛନ୍ତି । ନିଜର ନୈତିକତା ଦୃଷ୍ଟି ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସାମ୍ବାଦିକ ସମ୍ମିଳନୀରେ କରି ନିଜର ମତ ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ଓ ବିଜେଡ଼ି ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ଦଳ କୌଣସି ଅସୁବିଧାରେ ନପଡ଼ୁ ସେଥିପାଇଁ ମୁଁ ସ୍ୱଇଚ୍ଛାରେ ଇସ୍ତଫା ଦେଇଛି ।

Leave A Reply