ଦେବୀ ନଦୀରୁ ମୃତଦେହ ଉଦ୍ଧାର , କାଠଯୋଡ଼ି ପୋଲରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ବୋଲି ସନ୍ଦେହ

କଟକ : ରାହାମା ନିକଟ ଦେବୀ ନଦୀରୁ ବୁଧବାର ଏକ ଅଚିହ୍ନା ମୃତଦେହ ମଳିଥିବା ଜଣାପଡ଼ିଛି। ଉକ୍ତ ମୃତଦେହଟି କାଠଯୋଡ଼ି ପୋଲରୁ ନଦୀରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଛି। ଏଯାବତ ମୃତଦେହ ଚିହ୍ନଟ ହୋଇନଥିବାରୁ ତାହା ଦେବବ୍ରତଙ୍କ ମୃତଦେହ ବୋଲି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Comments are closed.