‘ସମାଜ’ର ଶତବାର୍ଷିକୀ ଅବସରରେ ଭବାନୀପାଟଣାରେ ପଦଯାତ୍ରା

ଭବାନୀପାଟଣା : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସମାଜ’ର ଶତବାର୍ଷିକୀ ଅବସରରେ ଶୁକ୍ରବାର ରାଜ୍ୟବ୍ୟାପୀ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା ସଦର ମହକୁମା ଭବାନୀପାଟଣାର ମାଣିକେଶ୍ୱରୀ ହାଇସ୍କୁଲ ନିକଟରୁ ଶୁକ୍ରବାର ସକାଳ ୭ଟା ସମୟରେ ପଦଯାତ୍ରା ବାହାରି ଥିଲା। ଏହି ପଦଯାତ୍ରା କଲେଜଛକ, ରେଳଷ୍ଟେସନ ଛକ ଦେଇ ବିକାଶ ରେସିଡ଼େନ୍ସିଆଲ କଲେଜ ନିକଟରେ ପହଞ୍ଚିଥିଲା।

Comments are closed.