ଓଡ଼ିଶା ରାଜନୀତିରେ ନୂଆ ଦଳ: ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ

0

ଭୁବନେଶ୍ୱର : ଓଡ଼ିଶା ରାଜନୀତିରେ ନୂଆ ସାମ୍ମୁଖ୍ୟର ଅଭ୍ୟୁଦୟ ହୋଇଛି। ସମତାକ୍ରାନ୍ତି ଦଳ ଓ ଉତ୍କଳ ଭାରତ ମିଶି ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’ ଗଠନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ସମତାକ୍ରାନ୍ତି ଆବାହକ ବ୍ରଜ କିଶୋର ତ୍ରିପାଠୀ ଓ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ଏହି ସୂଚନା ଦେଇଛନ୍ତି।

Leave A Reply