କୁକୁର ଉଠାଇ ନେଲା ଶିଶୁ କନ୍ୟାର ମୃତ ଦେହ

0

ଜୟପୁର : ଜୟପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ନବଜାତ ଶିଶୁ କନ୍ୟାର ମୃତ ଦେହକୁ କୁକୁର ଉଠ।ଇ ନେବା ଦେଖା ଦେଇଥିଲା । ସ୍ଥାନୀୟ ଲୋକମାନେ ମୃତ ଦେହ ଉଦ୍ଧାର କରି ଚିକିତ୍ସାଳୟରେ ଦେଇଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।

Leave A Reply