ନେଷ୍ଟ ୨୦୧୮ ଫଳ ପ୍ରକାଶ, ଷଷ୍ଠ ସ୍ଥାନରେ ଓଡ଼ିଶାର ଆରୁଷି

0

ନୂଆଦିଲ୍ଲୀ : ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ ୨୦୧୮ ଫଳ ସୋମବାର ପ୍ରକାଶ ପାଇଛି। ଏହି ପ୍ରବେଶିକା ପରୀକ୍ଷାରେ ଦିଲ୍ଲୀର ସାନ୍ୟମ ଆହୁଜା ପ୍ରଥମ ହୋଇଛନ୍ତି। ଓଡିଶାର ଆରୁଷି କୁଲାର ଷଷ୍ଠସ୍ଥାନ ହାସଲ କରିଛନ୍ତି। ଚଳିତବର୍ଷ ମୋଟ ୬୭,୦୦୦ ପିଲା ଏହି ପ୍ରବେଶିକା ପରୀକ୍ଷା ଦେଇଥିବାବେଳେ ୨୩୦୦ ପିଲା ସଫଳ ହୋଇଛନ୍ତି। ସଫଳ ପିଲାଙ୍କୁ ରାଙ୍କ କାର୍ଡ ମିଳିଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‍ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ନାଇଜର) ଓଡ଼ିଶା, ଭୁବନେଶ୍ୱରରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା ହୋଇଥାଏ।

Leave A Reply