ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ଏନଡିଆରଏଫ ତରଫରୁ ଜନସାଧାରଣଙ୍କ ପାଇଁ ପରାମର୍ଶବଳି ଜାରି

– ଗୁଜବ ଶୁଣନ୍ତୁ ନାହିଁ ଏବଂ ବାତ୍ୟା ସମୟରେ ଭୟଭୀତ ନ ହୋଇ ଶାନ୍ତ ରୁହନ୍ତୁ
– ମୋବାଇଲ ଫୋନ ଚାର୍ଜ କରିଦିଅନ୍ତୁ ଏବଂ ଆବଶ୍ୟକ ସ୍ଥଳେ ମେସେଜ ମାଧ୍ୟମରେ ଖବର ସଂଗ୍ରହ କରନ୍ତୁ
– ପାଣିପାଗ ସମ୍ପର୍କିତ ଖବର ପାଇଁ ରେଡ଼ିଓ ଶୁଣନ୍ତୁ, ଟିଭି ଦେଖନ୍ତୁ, ସମ୍ବାଦପତ୍ର ପଢନ୍ତୁ
– ନିରାପତ୍ତା ପାଇଁ ପୂର୍ବରୁ ଜରୁରୀକାଳୀନ କିଟ ପ୍ରସ୍ତୁତ କରି ରଖନ୍ତୁ
– ଛୁରୀ ଓ ବ୍ଲେଡ ଭଳି କୌଣସି ଧାରୁଆ ସାମଗ୍ରୀ ଖୋଲାରେ ରଖନ୍ତୁ ନାହିଁ
– ନିରାପଦ ଦୃଷ୍ଟିରୁ ସମସ୍ତ ଗୃହ ପାଳିତ ପଶୁମାନଙ୍କୁ ଏକତ୍ର ଗୋଟିଏ ସ୍ଥାନରେ ରଖନ୍ତୁ

Comments are closed.