ସୁନା ବ୍ୟବସାୟୀଙ୍କ ଉପରକୁ ବୋମାମାଡ ; ୪୦ ଲକ୍ଷ ଟଙ୍କାର ସୁନା ଲୁଟ

0

ନୟାଗଡ : ନୟାଗଡ ଜିଲା ରଣପୁର ବଜାରରେ ସୁନା ବ୍ୟବସାୟୀଙ୍କ ଉପରକୁ ବୋମାମାଡ ହୋଇଛି। ଦୁବୃର୍ତ୍ତମାନେ ବୋମାମାଡ କରି ବ୍ୟବସାୟୀଙ୍କ ନିକଟରୁ ୪୦ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଛନ୍ତି। ସୂଚନା ଅନୁସାରେ ଯୋଜନା ମୁତାବକ ୪ ଜଣ ଦୁବୃର୍ତ୍ତ ୨ଟି ବାଇକରେ ଆସି ମାଲିକଙ୍କ ଉପରକୁ ବୋମାମାଡ କରିଥିଲେ। ପରେ ବ୍ୟବସାୟୀଙ୍କ ନିକଟରୁ ସୁନା ନେଇଯାଇଥିଲେ। ପୁଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply