ପୁଣି ଜଣେ ନକ୍ସଲ୍‍ ନିହତ

0

କନ୍ଧମାଳ: କନ୍ଧମାଳ ଜିଲା ସଡ୍ରୁକୁମ୍ପାରେ ପୁଲିସ ଗୁଳିରେ ଆଉ ଜଣେ ନକ୍ସଲ୍‍ କ୍ୟାଡର ନିହତ ହୋଇଛି। ଏହାକୁ ମିଶାଇ ଗତ ୪୮ ଘଣ୍ଟା ମଧ୍ୟରେ ଯବାନ୍‍-ନକ୍ସଲ୍‍ ବିନିମୟରେ ୭ ଜଣ ନକ୍ସଲ୍‍ ନିହତ ହୋଇଛନ୍ତି। ଆଇଜି ଅପରେସନ୍‍ ଆର ପି କୋଚେଙ୍କ ସୂଚନା ଅନୁଯାୟୀ ନିହତ ନକ୍ସଲ୍‍ କେକେବିଏନ୍‍ ଡିଭିଜନ୍‍ ବାଦଲ୍‍ ଗ୍ରୁପ୍‍ ସଦସ୍ୟ। ତା’ଠାରୁ ରାଇଫଲ୍‍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

Leave A Reply