୨ବସ୍‍ ମୁହାଁମୁହିଁ ଧକ୍କା, ୧୦ଗୁରୁତର

0

ଉମରକୋଟ : ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଡାବୁଗାଁ ନିକଟ ଧାମନାଗୁଡାରେ ୨ବସ୍‍ ମୁହାଁମୁହିଁ ଧକ୍କା ହେବାଫଳରେ ୧୦ଜଣ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି। ଗୋଟିଏ ସରକାରୀ ବସ୍‍ ଓ ଅନ୍ୟ ଏକି ଘରୋଇ ବସ୍‍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି। ଓଏସ୍‍ଆରଟିସିି ବସ୍‍ ଟି ଉମରକୋଟରୁ ବ୍ରହ୍ମପୁର ଯାଉଥିବାବେଳେ ଘରୋଇ ବସ୍‍ଟି ଜୟପୁରରୁ ରାଇଘର ଯାଉଥିଲା। ଆହତଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

Leave A Reply