କଂଗ୍ରେସରେ ସାମିଲ ହେଲେ ନବୀନ ନନ୍ଦ

0

ଭୁବନେଶ୍ବର : ପୂର୍ବତନ ବିଧାୟକ ନବୀନ ନନ୍ଦ କଂଗ୍ରେସରେ ସାମିଲ ହୋଇଛନ୍ତି। ନିଜର ସମର୍ଥକମାନଙ୍କ ଗହଣରେ ଶ୍ରୀ ନନ୍ଦ  ବୁଧବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଶ୍ରୀ ନନ୍ଦ ଓ ତାଙ୍କର ସମର୍ଥକମାନଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଓ କଂଗ୍ରେସ ଟୋପି ପ୍ରଦାନ କରି ସ୍ବାଗତ  କରିଛନ୍ତି

Leave A Reply