‘କାଳିଆ’ ସମାବେଶରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

0

କେନ୍ଦୁଝର : କେନ୍ଦୁଝର ପଣ୍ଡାପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି। ପଣ୍ଡାପଡ଼ିଆରେ ପହଞ୍ଚି ‘କାଳିଆ’ ସମାବେଶରେ ସେ ଯୋଗ ଦେଇଛନ୍ତି। ‘କାଳିଆ’ ସମାବେଶରେ ମୁଖ୍ୟମନ୍ତ୍ରୀ ‘କାଳିଆ’ ନାଁରେ ଏକ ନୂଆ ଯୋଜନାର
ଘୋଷଣା କରିଛନ୍ତି। ଚାଷୀ ପରିବାର ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ନୂଆ ‘କାଳିଆ ଛାତ୍ର ବୃତ୍ତି ଯୋଜନା’ର ଘୋଷଣା କରିଛନ୍ତି। ଏଥିରେ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ପିଲାମାନେ  ଉପକୃତ ହେବେ। ପିଲାମାନେ ମାଗଣାରେ ବୃତ୍ତିଭିତ୍ତିକ ଶିକ୍ଷା ପାଇବେ।

Leave A Reply