ନବରଙ୍ଗପୁର ବିଜେଡି ଜିଲା ପରିଷଦ ଅଧ୍ୟକ୍ଷାଙ୍କ ପଦ ଅସିଦ୍ଧ

0

ନବରଙ୍ଗପୁର : ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷା ପଦ ଅସିଦ୍ଧ ଘୋଷଣା କରାଯାଇଛି। ଜିଲା ପରିଷଦ ଭଗବତି ଭତ୍ରାଙ୍କ ପଦ ଅସିଦ୍ଧ ହୋଇଛି। ନବରଙ୍ଗପୁର ଜିଲା ଓ ଦୌରା ଜଜ୍‌ ପଦ ନିଷିଦ୍ଧ କରିବା ସହ ସାନି ଅଧ୍ୟକ୍ଷା ନିର୍ବାଚନ ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି। ନିର୍ବାଚନ ସମୟରେ ଆଇନ ଉଲ୍ଲଘଂନ ହୋଇଥିବା ନେଇ ଏକ ପିଟିସନ କରାଯାଇଥିଲା। ମୋଟ ୨୬ଟି ୧୧ଟି ଜୋନ୍‌ ଜିତି ବିଜେଡି ଅଧ୍ୟକ୍ଷା ଏହି ପଦ ଜିତିଥିଲେ।

Leave A Reply