ଚୋରି ଅଭିଯୋଗରେ ନାବାଳକକୁ ନିସ୍ତୁକ ମାଡ଼

0

ଜଳେଶ୍ୱର : ଜଳେଶ୍ୱର ଷ୍ଟେସନ ବଜାରରେ ଏକ ଅମାନୁଷିକ ଘଟଣା ଘଟିଛି। ଚୋରି ଅଭିଯୋଗରେ ଜଣେ ନାବାଳକକୁ ଖୁଣ୍ଟରେ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ଖବର ପାଇ ନାବାଳକୁ ଜଳେଶ୍ୱର ପୁଲିସ ଉଦ୍ଧାର କରିଛି। ମାଡ଼ ମାରିଥିବା ଲୋକଙ୍କୁ ମଧ୍ୟ ପୁଲିସ ତଲାସ କରୁଥିବା ସୂଚନା ମିଳିଛି।

Leave A Reply