ମହାନଦୀରେ ବୁଡ଼ି ଛାତ୍ର ନିଖୋଜ

0

ସମ୍ବଲପୁର : ମହାଦନୀରେ ଗାଧୋଇଲା ବେଳେ ଦଶମ ଶ୍ରେଣୀର ଛାତ୍ର ନିଖୋଜ ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଛାତ୍ର ଜଣକ ନିଜ ସାଙ୍ଗମାନଙ୍କ ସହ ଗାଧୋଇଲା ବେଳେ ପାଣି ସ୍ରୋତରେ ଭାସି ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଓଡ଼୍ରାଫଟ୍‍ ଟିମ୍‍ ଓ ସ୍ଥାନୀୟ ପୁଲିସ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

Leave A Reply