ରାସ୍ତାରେ ଯୁବକଙ୍କୁ ହାଣିଲେ

ପାରାଦୀପ : ସୋମବାର ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । କୁଜଙ୍ଗ ଥାନା ବାଲିତୁଠ ହସ୍ପିଟାଲ ଛକ ନିକଟରେ ଏହି  ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ ନେଇ ୫ ରୁ ୭ ଦୁର୍ବୃତ୍ତ ଭୁ଼ଜାଲି ଓ ଖଣ୍ଡାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି । ଗରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କଟକ ବ଼ଡମେଡିକାଲକୁ ପଠାଯାଇଛି ।

Comments are closed.