ବଧୂ ହତ୍ୟା ଅଭିଯୋଗ, ଶାଶୁ ଓ ସ୍ବାମୀ ଥାନାରେ ଅଟକ

ନୟାଗଡ଼ : ନୟାଗଡ଼ ଜିଲା ଶରଣକୁଳ ଥାନା ଚଢେଇପଲ୍ଲୀ ଗ୍ରାମରେ ଗୁରୁବାର ବଧୂ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ବୋହୁକୁ ଶାଶୁଘର ଲୋକେ ପିଟି ପିଟି ମାରି ଦେଇଥିବା ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଶାଶୁ ଓ ସ୍ବାମୀଙ୍କୁ ପୁଲିସ ଥାନା​‌ରେ ଅଟକ ରଖିଥିବା ଜଣାପଡିଛି।

Comments are closed.