ହତ୍ୟା ପରେ ଆତ୍ମସମର୍ପଣ

0

ପାତ୍ରପୁର: ଗଞ୍ଜାମ ଜିଲାର ପାତ୍ରପୁର ବ୍ଲକ ଅନ୍ତର୍ଗତ ଜରଡ଼ା ଗ୍ରାମରେ ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ରଜତ ନାୟକଙ୍କୁ ସୁରତ ଲିମେଇ ନାମକ ଜଣେ ବ୍ୟକ୍ତି ହତ୍ୟା କରିଛନ୍ତି। ହତ୍ୟା ପରେ ସୁରତ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଗ୍ରାମରେ ଭୟ ଓ ଚାପା ଉତତ୍ତଜନା ପ୍ରକାଶ ପାଇଛି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply