ଶ୍ୱଶୁରକୁ ହତ୍ୟା କଲା ଜ୍ୱାଇଁ

0

ବୌଦ୍ଧ : ସଦର ଥାନା ସରସରା ଗାଁର ଟିକିରାସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଟାଙ୍ଗିଆରେ ଶ୍ୱଶୁରଙ୍କୁ ଜ୍ୱାଇଁ ହାଣି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଧାନ ବିଲରେ ଶ୍ୱଶୁର ଓ ଜ୍ୱାଇଁ ମଧ୍ୟରେ କୌଣସି ବିଷୟକୁ ନେଇ ବଚସା ହୋଇଥିଲା। ବଚସା ପରେ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ଜ୍ୱାଇଁକୁ ଧରି ସ୍ଥାନୀୟ ଲୋକେ ପୁଲିସକୁ ଜିମା ଦେଇଛନ୍ତି।

Leave A Reply