ଶ୍ବଶୁର ଟାଙ୍ଗିଆ ଚୋଟରେ ଜ୍ଵାଇଁ ମୃତ

0

ରାଉରକେଲା: ଝିଅ ମଥାରୁ ସିନ୍ଦୁର ପୋଛି ଦେଲା ବାପା । ପାରିବାରିକ କଳହରୁ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ରାଉରକେଲା ଟେନସା ଫାଣ୍ଡି ବରସୁଆଁର ଦୁଲାଲ ବସ୍ତିରେ ଶ୍ବଶୁରର ଟାଙ୍ଗିଆ ଚୋଟରେ ଜ୍ଵାଇଁ ମୃତ୍ୟୁ ଘଟିଛି । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତ ଶ୍ବଶୁର ରାଜୁ ସିଂଙ୍କୁ ଅଟକ ରଖିଛି । ମୃତ ଜ୍ଵାଇଁଙ୍କ ନାମ ହେଲା ଫୁଲ ସିଂ। ଗତ କିଛି ଦିନ ହେଲା ସେ ତାଙ୍କ ଶ୍ବଶୁର ଘରକୁ ଆସିଥିଲେ । ସେଠାରେ ନିଜ ଶ୍ବଶୁର ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

Leave A Reply