ପାଣିରେ ବୁଡାଇ ଯୁବକଙ୍କୁ ହତ୍ୟା ଅଭିଯୋଗ

0

କନ୍ଧମାଳ: ପାଣି ବୁଡାଇ ଜଣଙ୍କୁ ହତ୍ୟା କରାଯାଇ ଥିବା ନେଇ କନ୍ଧମାଳ ଜିଲା ବାଲିପଦର ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ମୃତ ଆଲୋକ ପ୍ରଧାନଙ୍କ ସ୍ତ୍ରୀ ମେନକା ପ୍ରଧାନ । ଅଭିଯୋଗକୁ ଭିତ୍ତି କରି ପୁଲିସ ସେହି ଗ୍ରାମର ଅର୍ଜୁନ ସାହୁଙ୍କୁ ଗିରଫ କରିଛି । ତେବେ ହତ୍ୟାକାଣ୍ଡର କାରଣ ଜଣାପଡି ନାହିଁ ।

Leave A Reply