ଟାଙ୍ଗିଆରେ ହାଣି ଭାଉଜଙ୍କୁ ହତ୍ୟା ଅଭିଯୋଗ

0

ଯାଜପୁର: ଯାଜପୁର ମଂଗଳପୁର ଥାନା ଈଶ୍ୱରପୁର ଗାଁ ରେ ଅଭାବନୀୟ ଘଟଣା ଘଟିଯାଇଛି । ଭାଉଜକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଦିଅର । ପାରିବାରିକ ବିବାଦକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଅଭଯୁକ୍ତ ଦିଅର ଚିତ୍ତରଞ୍ଜନ ତ୍ରିପାଠୀ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡର ପୁଲିସ ଅଧିକ ତଦନ୍ତ ଚଳାଇଛି ।

Leave A Reply