ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ନୂଆପଡା : ପୁଣି ପିତୃହନ୍ତା ସାଜିଲା ପୁଅ । ନୂଆପଡା ଖରିଆର ଥାନା ଅନ୍ତର୍ଗତ ଝରାବାହାଲପଡା ଅଞ୍ଚଳରେ ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଯାଇଛି । ଘରୋଇ କଳହରୁ ଜଣେ ପୁଅ ନିଜ ନିଜର ଜନ୍ମଦାତା ପିତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ହତ୍ୟା ପରେ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି । ପୁଲିସ ପହଞ୍ଚି ଏହି ଘଟଣାର ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତକ ହେଉଛନ୍ତି  ନକୁଳ ବଞ୍ଛୋର୍‌ (୭୦) ଏବଂ ପୁଅ ହେଉଛି ପୁଅ ପୂର୍ଣ୍ଣ (୩୦)।

Comments are closed.