ପୂର୍ବ ଶତ୍ରୁତାକୁ ନେଈ ପଡୋଶୀଙ୍କୁ ହତ୍ୟା ଅଭିଯୋଗ

0

ଖୋର୍ଦ୍ଧା: ଜଟଣୀ ଥାନା ଅନ୍ତର୍ଗତ ବିକାଶନଗରରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ପଡୋଶୀ ଛୁରି ଭୁସି ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ହେଲା ରାକେଶ ତ୍ରିପାଠୀ । ହତ୍ୟା କରିବା ପରେ ଅଭିଯୁକ୍ତ ପଡୋଶୀ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply