ମା ସହିତ ଦୁଇ ପୁଅ ବୁଡ଼ିଗଲେ

0

ପାରଳାଖେମୁଣ୍ଡି: ଗୋଷଣି ବ୍ଲକ ଗାରାବନ୍ଧ ଗ୍ରାମର ଏକ ପୋଖରୀରେ ଗାଧୋଇବା ବେଳେ ଗତ କାଲି ରାତିରେ ମା’ ସହ ୨ ପୁଅ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ହସ୍ପିଟାଲକୁ ଆଣିଛି।

Leave A Reply