ବ୍ୟବସାୟୀଙ୍କ ଗାଡ଼ିରୁ ୪୨ ଲକ୍ଷ ଟଙ୍କା ଠାବ

କୋଣାର୍କ : କୋଣାର୍କ – ନିମାପଡ଼ା ରାସ୍ତା ଦିଘାଳ ନିକଟରେ ସୋମବାର ଜଣେ ବ୍ୟବସାୟୀଙ୍କ ଗାଡ଼ିରୁ ୪୨ ଲକ୍ଷ ଟଙ୍କା ଠାବ ହୋଇଥିବା ଜଣାପଡ଼ିଛି। ଫ୍ଲାଇଂ ସ୍କ୍ୱାଡ଼ଡ଼ ଏହି ଟଙ୍କା ଠାବ କରିଥିବା ସହ ଘଟଣାର ଖୋଳତାଡ଼ ମଧ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି।

Comments are closed.