ପୁଣି ଲଜ୍ଜା: ବିଧବାଙ୍କୁ ଦୁଷ୍କର୍ମ

0

ନୟାଗଡ଼: ରଣପୁର ଅଞ୍ଚଳରେ ଜନୈକା ବିଧବାଙ୍କୁ ଘରେ ପଶି ବଳାତ୍କାର ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଘରେ ଏକୁଟିଆ ଥିବା ବେଳେ ଉକ୍ତ ଗାଁର ଜନୈକ ଯୁବକ ଘରେ ପଶି ବଳାତ୍କାର କରିଥିଲା। ପୂର୍ବରୁ ସେହି ଗାଁର ଜନୈକା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିଲା। ଅଭିଯୁକ୍ତ ଫେରାର ଅଛି।

Leave A Reply