ମହମ୍ମଦ ସଲାହ୍‌ ଆଫ୍ରିକାର ଶ୍ରେଷ୍ଠ ଫୁଟବଲର

0

କାଏରୋ : ଇଜିପ୍ଟର ତାରକା ଫୁଟବଲ ଖେଳାଳି ମହମ୍ମଦ ସଲାହ୍‌ ଚଳିତବର୍ଷ ପାଇଁ ଆଫ୍ରିକାର ଶ୍ରେଷ୍ଠ ଫୁଟବଲର ବିବେଚିତ ହୋଇଛନ୍ତି। ଏହି ଦୌଡରେ ଅନ୍ୟ ଦୁଇ ଫୁଟବଲର ସାଡିଓ ମାନେ (ସେନିଗାଲ) ଓ ପିଏରେ-ଏ​‌େ​‌ମରିକ୍‌ ଅଉବାମୟାଙ୍ଗ୍‌ (ଗାବନ୍‌) ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ଅଧିକାର କରିଛନ୍ତି। ୨୬ ବର୍ଷୀୟ ସଲାହ୍‌ ଇଜିପ୍ଟ ପକ୍ଷରୁ ୬୨ଟି ମ୍ୟାଚ ଖେଳି ୩୯ ଗୋଲ ସ୍କୋର କରିଛନ୍ତି।

Leave A Reply