ମୋଦିଙ୍କ କଟକ ଗସ୍ତକୁ ମାଓବାଦୀଙ୍କ ବିରୋଧ

0

ମାଲକାନଗିରି: ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତକୁ ମାଓବାଦୀମାନେ ବିରୋଧ କରିଛନ୍ତି । ମାଲକାନଗିରି ଜିଲ୍ଲା କାଲିମେଳା ସହରର ବସ୍‌ଷ୍ଟାଣ୍ଡ ନିକଟରେ ଏକ ଗଛରୁ ମାଓ ପୋଷ୍ଟର ଜବତ ହୋଇଛି । ମୋଦିଙ୍କ କଟକ ଗସ୍ତକୁ ମାଓବାଦୀ ବିରୋଧ କରିଥିବା ନେଇ ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।

Leave A Reply