ଗୁଜରାଟରୁ ଅପହୃତା ନାବାଳିକା ସୋରୋରୁ ଉଦ୍ଧାର

0

ସୋରୋ: ଗୁଜରାଟରୁ ଅପହୃତା ଜଣେ ନାବାଳିକାଙ୍କୁ ସୋରୋଠାରେ ଉଦ୍ଧାର କରାଯାଇଛି। ଗୁଜରାଟ୍‍ ଓ ସୋରୋ ପୁଲିସର ମିଳିତ ଉଦ୍ୟମରେ ଅପହର୍ତ୍ତାଙ୍କୁ ଗିରଫ କରାଯିବା ସହିତ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବା ସୋରୋ ପୁଲିସ୍‍ କହିଛି।

Leave A Reply